ReePrime
online shopping scam

Hosted by Dailymotion. For legal issues report at the Copyright Center, report us on DMC, or use the Instant Removal tool.

online shopping scam

O
Oneindia Odia

4 Views • Jan 04, 2021

Description

#ଅନଲାଇନରେ_ଲୋଭନୀୟ_ଅଫର୍
#ସାବଧାନ_ନହେଲେ_ଟଙ୍କା_ଗାୟବ
ବର୍ତ୍ତମାନ ସମୟରେ ଅନେକ ଗୁଡିଏ ବେନାମୀ ଇ-କମର୍ସ ସାଇଟ୍ ଦେଖିବାକୁ ମିଳିଛି । ଏଠାରେ ବ୍ରାଣ୍ଡେଡ୍ କମ୍ପାନୀର ପୋଷାକ ଠାରୁ ଆରମ୍ଭ କରି ସାମଗ୍ରୀ ପର୍ଯ୍ୟନ୍ତ ଶସ୍ତାରେ ମିଳିବ ବୋଲି କୁହାଯାଉଛି । ହେଲେ ଆପଣ ଜାଣିଛନ୍ତି କି ଶସ୍ତାରେ ଏହି ଅନଲାଇନ୍ କିଣା ପଡିପାରେ ମହଙ୍ଗା ? ଚତୁରତାର ସହ ଭକୁଆ ବନାଇ ଖାଲି କରିଦେବେ ଆପଣଙ୍କ ଆକାଉଣ୍ଟ୍ । ଶୁଣନ୍ତୁ ଏହି ବାବଦରେ କ'ଣ କହୁଛନ୍ତି ସାଇବର୍ ବିଶେଷଜ୍ଞ ଏବଂ ସଚେତନ ରୁହନ୍ତୁ ।
#CyberAttack #CyberFraud #cybercrimes #onlineshopping #OnlineMarketing